Categories: ଜାତୀୟ

‘ମୁଖ୍ୟମନ୍ତ୍ରୀ ସେତେବେଳେ ହେବ, ଯେତେବେଳେ ଶରଦ ପାୱାରଙ୍କୁ ସାଙ୍ଗରେ ଆଣିବ’

ମୁମ୍ବାଇ,୧୬।୮: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ୱଡେଟିୱାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜିତ ପାୱାରଙ୍କୁ ଗୋଟିଏ ସର୍ତ୍ତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ଅଜିତ ପାୱାରଙ୍କୁ କହିଛନ୍ତି ଯେ, ସେତେବେଳେ ଆପଣ ମୁଖ୍ୟମନ୍ତ୍ରୀ ହେବେ, ଯେତେବେଳେ ଆପଣ ଶରଦ ପାୱାରଙ୍କୁ ସାଙ୍ଗରେ ଆଣିବେ।

Share