Categories: ଜାତୀୟ

ସୁପ୍ରିୟା ସୁଲେ, ପ୍ରଫୁଲ୍ଲ ପଟେଲ ହେଲେ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ

ମୁମ୍ବାଇ, ୧୦।୬: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ହଇଚଇ ସୃଷ୍ଟି ହୋଇଛି। ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ଏନସିପି ମୁଖ୍ୟ ନିଜେ ଏହି ଘୋଷଣା କରିଛନ୍ତି। ତେବେ ସୁପ୍ରିୟା ସୁଲେଙ୍କୁ ହରିୟାଣା ଏବଂ ପଞ୍ଜାବର ଦାୟିତ୍ୱ ଦିଆଯାଇଛି।

Share