Categories: ଜାତୀୟ

ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ପାଇଁ ମୋତେ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିଛି: ଖାର୍ଗେ

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଜକୁ ଦଳର ମୁଖ୍ୟ ହେବା ନେଇ ଏକ ବଡ଼ ଖୁଲାସା କରିଛନ୍ତି। ମହିଳା କଂଗ୍ରେସର କାର୍ଯ୍ୟକ୍ରମରେ ଖାର୍ଗେ କହିଛନ୍ତି ଯେ, ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ଅଧ୍ୟକ୍ଷ ପଦ ପାଇଛି। ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, ଯଦି କଂଗ୍ରେସ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇ ନ ଥାନ୍ତା, ତେବେ ମୋଦି କେବେ ପ୍ରଧାନମନ୍ତ୍ରୀ ହୋଇ ପାରି ନ ଥାନ୍ତେ।

Share