Categories: ଜାତୀୟ

ସପ୍ତମ ରାଉଣ୍ଡରେ ୨୫,୦୦୦ ଭୋଟରେ ଆଗୁଆ ମମତା…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ସପ୍ତମ ରାଉଣ୍ଡ ଭୋଟ ଗଣତିରେ ୨୫,୦୦୦ଭୋଟରେ ଆଗୁଆ ରହିଛନ୍ତି। ଏହାକୁ ନେଇ ତୃଣମୂଳ କର୍ମୀ ନାଚଗୀତ ଆରମ୍ଭ କରିଥିବାବେଳେ ଦଳୀୟ କାର୍ଯ୍ୟାଳୟ ଉତ୍ସବ ମୁଖର ହୋଇପଡ଼ିଛି।

Share