Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଘୃଣ୍ୟ ପୋଷ୍ଟ କରି ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ,୪।୯: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବା ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି। ୪୨ ବର୍ଷୀୟ ଉକ୍ତ ଯୁବକ ଜଣକ ଓଡ଼ିଶାର ବୋଲି ଜଣାପଡିଛି। କଟକ ଜିଲା କୁସୁମ୍ବି ଗାଁର ଉକ୍ତ ଯୁବକଙ୍କୁ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ୍‌ ଗୁରୁବାର ଗିରଫ କରିଥିବା ସୂଚନା ମିଳିଛି। ସ୍ଥାନୀୟ ପୋଲିସର ସହାୟତାରେ ଉତ୍ତର ପ୍ରଦେଶ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଥିବା କହିଛି। ଏହାକୁ ନେଇ ସିଂଘବାଲି ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି, ହେବ ବଡ଼ ଘୋଷଣା, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୧୪।୨: ୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ...

୧୨ ଲକ୍ଷ ଆୟକୁ ନେଇ ମଧ୍ୟବିତ୍ତଙ୍କୁ ଭୁଆଁ ବୁଲାଯାଉଛି, ଅର୍ଥମନ୍ତ୍ରୀଙ୍କୁ ଜବାବ ଦେଲେ ରାଘବ

ନୂଆଦିଲ୍ଲୀ,୧୪।୨: ରାଜ୍ୟ ସଭା ଏମପି ରାଘବ ଚଢା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସାମ୍ପ୍ରତିକ ବୟାନର କଡ଼ା ଜବାବ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରି...

RBI: ବ୍ୟାଙ୍କ ବନ୍ଦ ହୋଇଗଲେ କିମ୍ବା ଲାଇସେନ୍ସ ରଦ୍ଦ ହୋଇଗଲେ, ଫେରିପାଇବେ କି ଜମା ଟଙ୍କା, ଏବେଠୁ ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ New India Co-op Bank ଉପରେ କଟକଣା ଲଗାଇଛି। ଯେଉଁମାନଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି। ସେମାନେ ଟଙ୍କା ଫେରି...

ୟୁପିରେ ଚାଞ୍ଚଲ୍ୟ: ୨ ଝିଅକୁ ବିଷ ଦେଇ ମା’ଙ୍କ ଆତ୍ମହତ୍ୟା

ମୁଜଫରନଗର,୧୪।୨: ଉତ୍ତରପ୍ରଦେଶର ମୁଜାଫରପୁର ଜିଲା ଚର୍ଚ୍ଚୋଲି ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗାଁର ଜଣେ ୪୨ ବର୍ଷୀୟା ମହିଳା ବିନ୍‌ତି ନିଜ ୨...

କୋଲକାତା ହାଇକୋର୍ଟରୁ ମମତା ସରକାରଙ୍କୁ ଲାଗିଲା ଝଟକା

କୋଲକାତା,୧୪।୨: କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏକ ରାଲି କରିବାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)କୁ ଅନୁମତି ଦେଇଛନ୍ତି। ୧୬ ଫେବୃଆରୀ, ୨୦୨୫ରେ ଏଠାରେ ଆରଏସଏସର...

ଅବୈଧ ପ୍ରବାସୀଙ୍କୁ ନେଇ ଆମେରିକାରୁ ଶନିବାର ଅମୃତସରରେ ପହଞ୍ଚିବ ଆଉ ଏକ ବିମାନ

ନୂଆଦିଲ୍ଲୀ,୧୪।୨: ଆମେରିକାରେ ଅବୈଧ ପ୍ରବାସୀଙ୍କ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆମେରିକା ସାରା ବିଶ୍ୱରୁ ଅବୈଧ ପ୍ରବାସୀଙ୍କୁ ନିରନ୍ତର ଦେଶାନ୍ତର କରୁଛି।...

New India Co-operative Bank ଲାଗିଲା ବ୍ୟାନ୍‌: ବ୍ୟାଙ୍କରେ କେତେ ଟଙ୍କା ରଖିବା ସୁରକ୍ଷିତ, ଜାଣି ନିଅନ୍ତୁ ନଚେତ ହଇରାଣରେ ପଡିବେ

ନୂଆଦିଲ୍ଲୀ,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କକୁ ୬ ମାସ ପାଇଁ ବ୍ୟାନ କରିଛି। ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ, ବ୍ୟାଙ୍କର ନୂଆ...

ମୋଦିଙ୍କଠାରୁ କ’ଣ ଶିଖିବାକୁ ଚାହୁଁଛନ୍ତି ଟ୍ରମ୍ପ, ଏହି ୭ କଥା କହି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ହୋଇଗଲେ ପ୍ରଶଂସକ

ଓ୍‌ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ହ୍‌ବାଇଟ ହାଉସରେ ସାକ୍ଷାତ ହୋଇଛି। ଏହି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image