Posted inଫୁରସତ

Viral Video: ଏଭଳି ସ୍ଥାନରୁ ଡେଇଁଲେ ଏହି ବ୍ୟକ୍ତି, ଦୃଶ୍ୟ ଦେଖି ଲୋକେ ତାଜୁବ, କହିଲେ-ଟାଙ୍କୁରି ଉଠିଲା ଲୋମ

ଷ୍ଟଣ୍ଟ କରିବା ସମସ୍ତଙ୍କୁ ପସନ୍ଦ। ହେଲେ ଅନେକେ ଷ୍ଟଣ୍ଟ ଲାଗି ଏଭଳି ଦୁଃସାହସିକ ଉପାୟ ଅବଲମ୍ବନ କରିଥାନ୍ତି, ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କିଛି ଏଭଳି ଦୃଶ୍ୟ ଥିବା ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ନ୍ୟୁକ୍ଲିୟର କୁଲିଂ ଟାଓ୍ବାର ଉପରୁ ଡେଉଁଥିବା ନଜର ଆସୁଛି। ଏହି ଷ୍ଟଣ୍ଟ ଏତେ ଭୟଙ୍କର ଯେ ଆପଣ ଦେଖିଲେ ଲୋମ ଟାଙ୍କୁରି ଉଠିବ।
ଭିଡିଓରେ ବ୍ୟକ୍ତିଜଣଙ୍କ ଟାଓ୍ବାର ଉପରେ ଚଢ଼ୁଛନ୍ତି। ପରେ ସେ ଡେଇଁ ପଡ଼ୁଛନ୍ତି। ଏହାପରେ ତଳେ ପହଞ୍ଚିବା ପୂର୍ବରୁ ସେ ନିଜର ପାରାଚ୍ୟୁଟ ଖୋଲୁଛନ୍ତି। ଫଳରେ ସୁରକ୍ଷିତ ଭାବେ ସେ ତଳେ ପହଞ୍ଚୁଛନ୍ତି। ହେଲେ ପାରାଚ୍ୟୁଟ ବିନା ଏତେ ଉପରୁ ଡେଇଁବା ବହୁତ ସାହସିକତାର କାମ ବୋଲି ଅନେକେ କହୁଛନ୍ତି। ଭିଡିଓଟିକୁ ଏବେ ବେଶ ପସନ୍ଦ କରାଯାଉଛି।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଝଟ୍‌କାରେ ମାଫ୍‌ ହୋଇଯିବ ଟ୍ରାଫିକ୍‌ ଚାଲାଣ, ଜାଣନ୍ତୁ କେଉଁଠି ହେଉଛି ରେଜିଷ୍ଟ୍ରେଶନ

ଯଦି ଟ୍ରାଫିକ ନିୟମ ନ ମାନି ଆପଣଙ୍କ ଉପରେ ଚାଲାଣ କଟିଛି। ଏଥିପାଇଁ ଆପଣ ଚିନ୍ତାରେ ଅଛନ୍ତି ତେବେ ଏଥର ଖୁସି ଖବର । ଜାରି...

କ’ଣ ମାଟିତଳେ ଧନସମ୍ପତ୍ତିକୁ ରକ୍ଷା କରନ୍ତି ସାପ? ସତ ଜାଣିଲେ ତାଜୁବ ହେବେ

ସାପଠାରୁ ଦୂରେଇ ରହିବାକୁ ଘରେ ପ୍ରାୟତଃ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ତେବେ ତାଠାରୁ ଦୂରେଇ ରୁହନ୍ତି କିମ୍ବା ଯେକୌଣସି...

୨୫୦କିମି ବେଗରେ ଉଡୁଥିଲା ବିମାନ, ମଝି ଆକାଶରେ ହୋଇଗଲା ଦି ଫାଳ, ଘଟଣା ଜାଣିଲେ ଥରି ଉଠିବେ

ବାୟୁରେ ଦୁର୍ଘଟଣା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହି ଦୁର୍ଘଟଣାଗୁଡ଼ିକ ମଧ୍ୟରୁ କିଛି ଦଶନ୍ଧି ଧରି ଲୋକଙ୍କ ମନରେ ରହିଯାଏ। ଜାପାନର ମାଉଣ୍ଟ ଫୁଜି ଉପରେ ସମାନ ଦୁର୍ଘଟଣା...

Contraceptive Pills: ଗର୍ଭନିରୋଧକ ବଟିକା ଖାଇଲେ ମହିଳାଙ୍କ ମଧ୍ୟରେ ଦେଖାଯିବ ପୁରୁଷତ୍ୱ ପରିବର୍ତ୍ତନ, ରିସର୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୩: ଅସୁରକ୍ଷିତ ଯୌନ ସମ୍ପର୍କ ପରେ ମହିଳା କିମ୍ବା ଝିଅମାନେ ଗର୍ଭନିରୋଧକ ବଟିକା ନିଅନ୍ତି ଏବଂ ନିଶ୍ଚିତ ହୁଅନ୍ତି ଯେ ସେମାନେ ଅନାବଶ୍ୟକ ଗର୍ଭଧାରଣରୁ ମୁକ୍ତି...

ବିଶ୍ୱର ସବୁଠାରୁ ଛୋଟ ପାର୍କ

ଟୋକିଓ: ଜାପାନ ପୁଣି ଥରେ ନିଜର ଏକ ଅନନ୍ୟ ଆବିଷ୍କାର ସହ ସାରା ବିଶ୍ୱକୁ ଚକିତ କରିଛି। ସମ୍ପ୍ରତି ଏକ ଛୋଟ ପାର୍କ ପାଇଁ ଜାପାନ...

Blue Eyes: ମୋନାଲିସାଙ୍କ ପରି କାହିଁକି କିଛିଜଣଙ୍କର ଥାଏ ନୀଳ-ମାଟିଆ ଆଖି, ଜାଣନ୍ତୁ ଏପରି ହେବାର ଅସଲ କାରଣ

ମହାକୁମ୍ଭରେ ଅନେକ ଲୋକ ଭାଇରାଲ ହୋଇଛନ୍ତି, ଯେଉଁଥିରେ ଅନେକ ବାବା ଏବଂ ସାଧ୍ୱୀ ମଧ୍ୟ ଅଛନ୍ତି। କୁମ୍ଭରେ ମାଳା ବିକୁଥିବା ମୋନାଲିସା ନାମକ ଜଣେ ୧୬...

Catastrophe Predictions:ବାବା ଭେଙ୍ଗା ନୁହେଁ ଏସବୁ ବଡ଼ବଡ଼ ବ୍ୟକ୍ତି କରିଛନ୍ତି ପ୍ରଳୟର ଭବିଷ୍ୟବାଣୀ, ପୁଣି ଆସିବ ଭୟଙ୍କର ଭୂକମ୍ପ, ଚାଲିଯିବ ୧୮୦୦ଲୋକଙ୍କ ଜୀବନ

ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା, ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି। Baba Vanga ଦ୍ୱିତୀୟ ବିଶ୍ୱଯୁଦ୍ଧ, ଚେର୍ନୋବିଲ ବିପର୍ଯ୍ୟୟ, ଷ୍ଟାଲିନଙ୍କ...

ରାହୁଲଙ୍କୁ ଡେଟ୍‌ କରୁଛନ୍ତି ଶ୍ରଦ୍ଧା କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋମବାର ନିଜର ୩୮ ତମ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି। ଗତ କିଛି ମାସ ହେବ ଶ୍ରଦ୍ଧା ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image