Marriages are made in heaven, the saying goes. That said, a lot of humans have spent a lot of energy over centuries to figure out whether love marriage is superior or the arranged one. In this episode of Man Mijaj, we reached out to the gen-next to hear their views over the contentious issue. Do watch!
ବିବାହ ଏକ ଏମିତି ଶବ୍ଦ ଯାହାର ଅର୍ଥ ବାକ୍ୟରେ କହିବା ବୋଧହୁଏ ସମ୍ଭବ ନୁହେଁ। ଆଜିକା ଦିନରେ କିଛି ଆରେଞ୍ଜ ମ୍ୟାରେଜ୍ କରୁଛନ୍ତି ଆଉ କିଛି ଲଭ୍ ମ୍ୟାରେଜ୍। ତେବେ ଏହାକୁ ନେଇ ଯୁବପିଢିଙ୍କ ମତ କ’ଣ ଦେଖିବା ମନ ମିଜାଜର ଏହି ଏପିସୋଡରେ।