Categories: Video

Man Mijaj: School level questions to college students | ମନ ମିନାଜ୍–କଲେଜ ପିଲାଙ୍କୁ ସ୍କୁଲର ପ୍ରଶ୍ନ

We have all studied literature, history and mathematics among other subjects in school life. That said, most of us tend to forget what we learnt when we were young. Man Mijaj team, in this episode, met some college students to ask them school-level questions. Here is how they fared.

ସ୍କୁଲରେ ଆମେ ସମସ୍ତେ ସାହିତ୍ୟଠୁ ଆରମ୍ଭ କରି ଇତିହାସ ଓ ଗଣିତ ପାଠ ପଢ଼ିଛେ । ସ୍କୁଲ ଜୀବନର କିଛି ପ୍ରଶ୍ନକୁ ନେଇ ଆମେ ଯାଇଥିଲୁ କଲେଜ ପିଲାଙ୍କ ପାଖକୁ। ସେମାନେ ଆମ ପ୍ରଶ୍ନରେ କେତେ ଠିକ୍ ଉତ୍ତର ଦେଉଛନ୍ତି ଦେଖନ୍ତୁ ମନ ମିଜାଜର ଏହି ଏପିସୋଡରେ