Advertisement

ପ୍ରେମ ନିବେଦନ ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚକଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରେମିକାକୁ ଗୋଲାପ ଫୁଲ ଦେଇ ଅଧିକାଂଶ ଲୋକ ପ୍ରେମ ନିବେଦନ କରିଥାନ୍ତି। ଆଉ କେତେକ ଲୋକ ଏହାଠାରୁ କିଛି ଭିନ୍ନ କରିବାକୁ ଚାହିଁଥାନ୍ତି। ସେମିତି ଜଣେ ବ୍ୟକ୍ତି ହେଲେ ଲଣ୍ଡନର ଜୋସ।ଜୋସ୍‌ ସାରା ନାମକ ଝିଅକୁ ପ୍ରେମ ନିବେଦନ କରିବା ନିମନ୍ତେ ଗୋଟିଏ ରାତି ପାଇଁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ଜୋସ୍‌ ଲଣ୍ଡନର ସବୁଠାରୁ ଦାମୀ ହୋଟେଲର ଏକ ରୁମ୍‌ ବୁକ୍‌ କଲେ। ତାହାପୁଣି ଗୋଟିଏ ରାତି ପାଇଁ। ଏହି ରୁମ୍‌ରେ ଜୋସ୍‌  ସାରାଙ୍କୁ ପ୍ରପୋଜ କଲେ। ସାରା ମଧ୍ୟ ସଙ୍ଗେ ସଙ୍ଗେ ରାଜି ହୋଇଗଲେ। ସାରା ଏହି ହୋଟେଲରେ ବିବାହ କରିବାକୁ ପିଲାଟି ଦିନରୁ ସ୍ବପ୍ନ ଦେଖି ଆସୁଛନ୍ତି। ତେଣୁ ଜୋସ୍‌ ତାଙ୍କୁ ଏହି ହୋଟେଲରେ ପ୍ରପୋଜ କରିବାକୁ ପ୍ଲାନ୍‌ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share