କଂଗ୍ରେସରୁ ନିଲମ୍ବିତ ହେଲେ ମାନସ ଚୌଧୁରୀ

ଭୁବନେଶ୍ୱର,୭।୬: କଟକ ଜିଲା ସଭାପତି ମାନସ ଚୌଧୁରୀଙ୍କୁ ବଡ଼ ଝଟକା। ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରାଯାଇଛି।  ଦଳ ବିରୋଧୀ କାର୍ଯ୍ୟ ଯୋଗୁ ପିସିସି ସଭାପତି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।

 

 

Share