ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭୁବନେଶ୍ୱର,୪।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ପୋଲିସ ବାବୁ। ରାଜଧାନୀ ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରବି ସାହୁ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ସେ ୫ ହଜାର ନେଉଥିଲେ। ତାଙ୍କ ନାମରେ ସାନି ମାମଲା ପାଇଁ ଧମକ ଦେଇ ସେ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିବା ଜଣାପଡ଼ିଛି।

Share