ଏହି ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ!

ଭୁବନେଶ୍ୱର, ୪।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନୋଜ କୁମାର ସାହୁଙ୍କ ବ୍ୟତିତ ଆଇଏଏସ ସୁଧାଂଶୁ ମୋହନ ସାମଲ, ଅରିନ୍ଦମ ଡାକୁଆ ଓ ଅନୁପମ ଶାହଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ଏହାକୁ ନେଇ ଏବେ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରଥାରୂଢ଼ ହେଲେ ତିନିଠାକୁର

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ...

ରାଜଧାନୀରେ ପ୍ରବଳ ବର୍ଷା, ଭାସିଲା ଗାଡ଼ି

ଭୁବନେଶ଼୍ବର ୭।୭: ରାଜଧାନୀ ଭୁବନେଶ଼୍ବରରେ ପ୍ରବଳ ବର୍ଷା ହୋଇଛି । ଫଳରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେ ବଡ଼ିଯାଇଛି । ରାସ୍ତାରେ ୫ଫୁଟ୍‌...

ଶାବର ଶ୍ରୀକ୍ଷେତ୍ରରେ ରଥାରୂଢ଼ ହେଲେ ତିନିଠାକୁର

କୋରାପୁଟ,୭ା୭(ଅମିତାଭ ବେହେରା): କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି। ସକାଳୁ ମହାପ୍ରଭୁଙ୍କ ନେତ୍ର ଉତ୍ସବ ଓ ନବଯୌବନ କରାଯାଇଥିଲା। ପରେ...

ଭୁବନେଶ଼୍ବରରୁ ଜବତ ହେଲା ୪ କେଜି ସୁନା, ବସ୍‌ରେ ଯାଉଥିଲା…

ଭୁବନେଶ଼୍ବର ୭।୭: ରାଜଧାନୀ ଭୁବନେଶ଼୍ବରରୁ ଜବତ ହେଲା ୩ କୋଟି ଟଙ୍କାର ସୁନା । ଚୋରା ଚାଲାଣ ହେଉଥିବା ବେଳେ ଏହି ସୁନାକୁ ଜବତ କରିଛି...

ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ, ହାରିବା ନେଇ କହିଲେ ଏହି ବଡ଼ କଥା

ଭୁବନେଶ୍ୱର,୭ା୭: ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ନିର୍ବାଚନର ମାସକ ପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନବୀନ ହାରିନାହାନ୍ତି, ତାଙ୍କୁ...

ମହାପ୍ରଭୁଙ୍କ ପାଇଁ ୧୦ ବର୍ଷ ହେଲା ହନୁମାନ ସାଜୁଛି, ଛଳଛଳ ଆଖିରେ କହିଲେ ଏଥର କିନ୍ତୁ …

ପୁରୀ,୭।୭: ଆଜି ପବିତ୍ର ରଥଯାତ୍ରା। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି। ଅନ୍ୟପକ୍ଷେ ସାଲେପୁର...

ବାର୍‌ ମାଲିକଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୭ା୭: ବାର୍‌ ମାଲିକ ସତ୍ୟ ମହାନ୍ତିଙ୍କୁ ରବିବାର ଲକ୍ଷ୍ମୀସାଗର ପୋଲିସ ଗିରଫ କରିଛି। ‘ରେନ୍‌ ଦ କ୍ଲବ୍‌’ର ମାଲିକ ସତ୍ୟଙ୍କ ନାମରେ ଜଣେ ମହିଳା ସରକାରୀ...

ପହଣ୍ଡିରେ ଝୁଲିଝୁଲି ଆସୁଛନ୍ତି ମହାବାହୁ

ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri