ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଙ୍ଗିଗଲା ବାହାଘର, ମହିଳା କହିଲେ ଅଜବ କାରଣ

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ କରିଛି, ଆମେରିକାର ରାଷ୍ଟ୍ରପତି କିଏ ହେବେ ତାକୁ ସମଗ୍ର ବିଶ୍ୱ ଅପେକ୍ଷା କରିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ପୋଷ୍ଟ ଭାଇରାଲ ହେଉଛି। ଏହି ମହିଳା ବିବାହ ବନ୍ଧନରେ ଆବଦ୍ଧ ହୋଇ ନ ଥିବାର କାରଣ କହିଛନ୍ତି। ରେଡ୍ଡିଟ ପୋଷ୍ଟରେ ଜଣେ ୨୬ ବର୍ଷ ବୟସ୍କା ମହିଳା ଦାବି କରିଛନ୍ତି ଯେ ସେ ତାଙ୍କ ପ୍ରେମିକଙ୍କ ସହ ଥିବା ସମ୍ପର୍କକୁ ଭାଙ୍ଗିବାକୁ ଚାହୁଁଛନ୍ତି କାରଣ ସେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ମନା କରି ଦେଇଥିଲେ। ସେ କହିଛନ୍ତି ମୋର ପ୍ରେମିକ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଯୋଜନା କରୁନାହାଁନ୍ତି। ମୁଁ ବର୍ତ୍ତମାନ ଏକ ନୈତିକ ସଙ୍କଟ ଦେଇ ଗତି କରୁଛି।

ମହିଳା ଏହି ପୋଷ୍ଟରେ ଆହୁରି ସ୍ପଷ୍ଟ କରିଛନ୍ତି ଯେ ସେମାନେ ଫ୍ଲୋରିଡାରେ ରୁହନ୍ତି ଏବଂ ତାଙ୍କର ହେବାକୁ ଯାଉଥିବା ସ୍ବାମୀ ଭୋଟ ଦେବାକୁ ମନା କରିଦେଇଥିଲେ। ତାଙ୍କର ଯୁକ୍ତି ଥିଲା ଯେ ସେ କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରନ୍ତି ନାହିଁ। ଆମର ରାଜନୈତିକ ଦୃଷ୍ଟିକୋଣ ବହୁତ ସମାନ। ତେଣୁ ମୁଁ ବୁଝିପାରୁ ନାହିଁ ସେ କାହିଁକି ଏହି ଭୋଟକୁ ନେଇ ଏତେ ବେପରୁଆ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରୁଥିବା ରାଜ୍ୟରେ କ୍ଲିନ ସ୍ବିପ ଆଡକୁ ବଢୁଛନ୍ତି ଟ୍ରମ୍ପ,ଚିନ୍ତାରେ କମଳା

ଓ୍ବାଶିଂଟନ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟ୍ରେଣ୍ଡରେ ଡେମୋକ୍ରାଟିକ ପାର୍ଟିର କମଲା ହାରିସଙ୍କଠାରୁ ଆଗରେ ଅଛନ୍ତି।...

କାଉଟିଂ ଭିତରେ ଖବରଦାତାଙ୍କ ଉପରେ ରାଗିଲେ ଟ୍ରମ୍ପ!

ଓ୍ବାଶିଂଟନ,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ମଙ୍ଗଳବାର ଫ୍ଲୋରିଡାର ପାଲମ ବିଚରେ ଭୋଟ ଦେବା ପରେ ଦୁଇଥର ଗର୍ଭପାତ ସହ...

ପ୍ରାରମ୍ଭିକ ଟ୍ରେଣ୍ଡ୍‌: ଆଗରେ ଚାଲିଛନ୍ତି ଟ୍ରମ୍ପ, ପଛରେ ପଡ଼ିଲେ କମଲା ହାରିସ୍‌

ଓ୍ବାଶିଂଟନ୍‌,୬।୧୧: ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସୁଛି। ଏପର୍ଯ୍ୟନ୍ତ ପ୍ରକାଶିତ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ...

ଉତ୍ତରପ୍ରଦେଶରେ ଜିତିଥିବା ବ୍ୟକ୍ତି ହେବେ ଆମେରିକାର ରାଷ୍ଟ୍ରପତି, ଜାଣନ୍ତୁ କିପରି…

ଓ୍ବାଶିଂଟନ୍‌,୬।୧୧: ଯେତେବେଳେ ବି ଭାରତରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୁଏ, ଅଧିକାଂଶ ଲୋକଙ୍କ ଆଖି ଉତ୍ତରପ୍ରଦେଶ ଉପରେ ଥାଏ। ଏହାର କାରଣ ହେଉଛି ଏହି...

ଟ୍ରମ୍ପ ଜିତନ୍ତୁ କିମ୍ବା ହାରିସ୍‌, ଭାରତ-ଆମେରିକା ସମ୍ପର୍କକୁ ନେଇ ଜୟଶଙ୍କର କହିଲେ…

ନୂଆଦିଲ୍ଲୀ,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାହା ହେଉନା କାହିଁକି ଭାରତ ଏବଂ ଆମେରିକା ମଧ୍ୟରେ ନିରନ୍ତର ଅଗ୍ରଗତି ହେବ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌....

ଯଦି କମଲା ହାରିସ୍‌ ରାଷ୍ଟ୍ରପତି ହୁଅନ୍ତି, ତେବେ ଘଟିବ ଏମିତି, ଯାହା ୨୩୫ ବର୍ଷର ଇତିହାସରେ କେବେ ହୋଇନାହିଁ

ଓ୍ବାଶିଂଟନ୍‌,୬।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ଜିତିବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଉଭୟ ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସ୍‌ ବିଜୟ ଦାବି କରୁଛନ୍ତି।...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଲାଙ୍କ କମବ୍ୟାକ, ନ୍ୟୁୟର୍କରେ ଜିତିଲେ

ଓ୍ବାଶିଂଟନ,୬।୧୧: ନଭେମ୍ବର ୫ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରାରେ, ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ୧୭୮ରୁ ଅଧିକ ଆସନରେ...

ଟ୍ରମ୍ପ ନା ହାରିସ୍‌? ଯାହାର ଭବିଷ୍ୟବାଣୀ ୪୦ ବର୍ଷ ମଧ୍ୟରେ ଭୁଲ ହୋଇନାହିଁ, ସେ କହିଦେଲେ କିଏ ହେବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ଚିତ୍ର କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ଆମେରିକୀୟମାନେ ଆସନ୍ତା ଚାରି ବର୍ଷ ପାଇଁ କମଲା ହାରିସ୍‌ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri