ରାଜ୍ୟକୁ ଫେରିପାରେ ମାସ୍କ ନିୟମ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟକୁ ଫେରିବାରେ କରୋନା କଟକଣା। ଅଧିଂକାଶ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ ହେବା ପରେ ରାଜ୍ୟରେ ଏହି ନିୟମ ଆସିପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅପରାହ୍ନରେ କୋଭିଡ ସ୍ଥିତିର ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା କରାଯିବ। ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ରହିଛି। ଆଗକୁ ନୂଆବର୍ଷ ଥିବାରୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।

Share