Posted inଜାତୀୟ

ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ, ଅନେକ ଆହତ

ପୁଣେ,୨୪।୧: ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଅସ୍ତ୍ର କାରଖାନାରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ କର୍ମଚାରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଏହି ବିସ୍ଫୋରଣ କାରଖାନାର ଆରକେ ଶାଖା ସେକ୍ସନରେ ହୋଇଥିଲା।
କାରଖାନାରେ ହୋଇଥିବା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ, ଅସ୍ତ୍ରଶସ୍ତ୍ର ତିଆରି ପାଇଁ ବ୍ୟବହୃତ ଭାରୀ ସାମଗ୍ରୀର ଖଣ୍ଡଗୁଡ଼ିକ ଚାରିଆଡ଼େ ବିଛାଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସାହାଯ୍ୟ କରୁଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଘଟଣାସ୍ଥଳରେ ଏକ ବିରାଟ ଭିଡ଼ ଜମା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଦେଖାଇଲା ଦାଦାଗିରି ତ ଭାରତ ଲାଗୁ କଲା ‘ପ୍ରଚଣ୍ଡ’ ପ୍ଲାନ!

ନୂଆଦିଲ୍ଲୀ,୨୮।୩: ଚାଇନା ପ୍ରାୟତଃ ପୂର୍ବ ଲଦାଖ ଏବଂ ସିଆଚେନ ଗ୍ଲେସିୟରରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ, କିନ୍ତୁ ଏବେ ଏହାର ପ୍ରାଧାନ୍ୟ କାମ...

ମମତା ବାନାର୍ଜୀଙ୍କ ଭାଷଣ ସମୟରେ ଅକ୍ସଫୋର୍ଡରେ ହଙ୍ଗାମା, ପ୍ରଦର୍ଶନକାରୀଙ୍କୁ କହିଲେ-ଆପଣଙ୍କୁ ମିଠା ଖୁଆଇବି

ଲଣ୍ଡନ/କୋଲକାତା,୨୮।୩: ଗୁରୁବାର (୨୭ ମାର୍ଚ୍ଚ) ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗ କଲେଜରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେଉଥିବା ସମୟରେ କେତେଜଣ ଛାତ୍ର ହଙ୍ଗାମା...

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲେ ସ୍ୱାମୀ, ଫୋନ୍ କରି ଶ୍ୱଶୁର ଘର ଲୋକଙ୍କୁ ଜଣାଇଲେ

ବେଙ୍ଗାଲୁରୁ,୨୮ା୩: ବେଙ୍ଗାଲୁରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୪ ପୋଲିସ ଶହୀଦ, ୫ ଆହତ

ଶ୍ରୀନଗର,୨୮ା୩: ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ୪ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି। ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗୁଳି...

ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ….

ନୂଆଦିଲ୍ଲୀ,୨୮ା୩:ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ...

‘୨୦-୩୦ ଆସନ ମିଳିଥିଲେ କେନ୍ଦ୍ରରେ ସରକାର ଗଠନ କରିଥାଆନ୍ତୁ’, କଂଗ୍ରେସ ନେତାଙ୍କ ବୈଠକରେ କାହିଁକି ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଦଳର ଜିଲା ୟୁନିଟ ମୁଖ୍ୟମାନଙ୍କୁ ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବା ପାଇଁ ଏକ ଦୀର୍ଘକାଳୀନ...

ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍‌, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ

ନୂଆଦିଲ୍ଲୀ,୨୭।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ସମୟରେ, ପ୍ରବାସ ବିଲ ଆଜି (୨୭ ମାର୍ଚ୍ଚ) ଲୋକ ସଭାରେ ଗୃହୀତ ହୋଇଛି। ଅନୁପ୍ରବେଶ...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ଶ୍ରୀନଗର,୨୭।୩: ଜମ୍ମୁ-କଶ୍ମୀରର କଠୁଆ ଜିଲାର ରାଜବାଗରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। କଠୁଆର ଜୁଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image