Categories: ଜାତୀୟ

କୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ, ଅଗଷ୍ଟ ୧୬ରେ ହେବ ଶୁଣାଣି

ଲକ୍ଷ୍ନୌ,୧୫।୮: ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଭଙ୍ଗାରୁଜା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗଷ୍ଟ ୧୬ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ବେଞ୍ଚ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛି ଯେ ଏହା ଅଗଷ୍ଟ ୧୬ରେ ଶୁଣାଣି ହେବ।

Share