ଇଡି କାର୍ଯ୍ୟାଳୟରେ ଡାକ୍ତରୀ ଟିମ୍‌

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ବୁଧବାର ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତରୀ ଟିମ୍‌।ଏହି ଟିମ୍‌ ଆସିଥିବାରୁ ଲେଡି ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗ୍‌ ମାମଲାରେ କାହାକୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆଜି ଶ୍ରଦ୍ଧାଞ୍ଜଳି ଏବଂ ଅକ୍ଷୟ ପରିଜାଙ୍କୁ ଜେରା ମଧ୍ୟ ଚାଲିଛି। ତେବେ ଦେଖାଯାଉ ଏହି ମାମଲାରେ କାହାକୁ ଗିରଫ କରାଯାଉଛି।