Categories: ବାଣିଜ୍ୟ

କର୍ମଚାରୀଙ୍କ ପାଇଁ ୧୧ ଦିନିଆ ଛୁଟି ଘୋଷଣା କଲା ‘ମେଶୋ’

ନୂଆଦିଲ୍ଲୀ,୨୨।୯: ଇ-କମର୍ସ ପ୍ଲାଟ୍‌ଫର୍ମ ମେଶୋ କର୍ମଚାରୀଙ୍କ ପାଇଁ ଏକ ଘୋଷଣା କରିଛି। କମ୍ପାନୀର ସମସ୍ତ ୧୧ ଦିନ ପାଇଁ ଛୁଟି ପାଇବେ। ଏ ନେଇ ‘ମେଶୋ’ର ପ୍ରତିଷ୍ଠାତା ତଥା ସିଟିଓ ସଞ୍ଜୀବ ବର୍ଣ୍ଣୱାଲ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ କରି କହିଛନ୍ତି, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଆମେ ଏକ ୧୧ ଦିନିଆ କମ୍ପାନୀ ପକ୍ଷରୁ ବ୍ରେକ୍‌ ଘୋଷଣା କରାଯାଇଛି। କର୍ମଚାରୀଙ୍କ ମାନସିକ ଏବଂ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୨ରୁ ନଭେମ୍ବର ୧ ପର୍ଯ୍ୟନ୍ତ କର୍ମଚାରୀ ଛୁଟିରେ ରହିବେ।

Share