Categories: Video

Mental disorder – Prevention and treatment | ମାନସିକ ଦୁର୍ବଳତାର କାରଣ ଓ ଚିକିତ୍ସା

Mental disorder is a behavioral or mental pattern that causes significant distress or impairment to the functioning of a person. These disorders are usually defined by a combination of how a person behaves, feels, perceives, or thinks. Quite often the patients do not realize their condition leading to delay in treatment. In this episode, we bring you the causes, symptoms, diagnosis, prevention and treatment of mental disorder. Do watch!

ମଣିଷ ବେଳେବେଳେ ନିଜେ ନିଜ ସହିତ କଥା ହୋଇଥାଏ। ମାନସିକ ରୋଗୀ ନିଜର ହିତାହିତ ଜ୍ଞାନ ଭୁଲି ଜାଣିପାରେନି ତାର କଣ ହୋଇଛି। ତେବେ କଣ ଏହି ମାନସିକ ରୋଗ। ଏହାର ଲକ୍ଷଣ କଣ। କାହିଁକି ହୋଇଥାଏ ଏହି ରୋଗ। ଏବଂ ଏହାର ପ୍ରତିକାର କଣ। ଜାଣିବାକୁ ଚାହୁଁଛନ୍ତି କି ଦେଖନ୍ତୁ ଏହି ଭିଡିଓ।