ଲେଖକ ମିଲେନ କୁନ୍ଦେରାଙ୍କ ୯୪ବର୍ଷରେ ଦେହାନ୍ତ

ପ୍ୟାରିସ,୧୩।୭:କମ୍ୟୁନିଷ୍ଟ ବିରୋଧରେ ଲେଖି ନିଜ ଦେଶଚେକୋସ୍ଲୋଭାକିଆରୁ ବତାଡିତ ହୋଇଥିଲେ ଲେଖକ ମିଲେନ କୁନ୍ଦେରା। ବୁଧବାର ପ୍ୟାରିସରେ ତାଙ୍କର ମୃତ୍ୟୁ ହୋଇଛି। ସର୍ବାଧିକାରୀବାଦୀ ଶାସନରେ ମିଲେନ ନିର୍ବାସିତ ବ୍ୟଙ୍ଗକାର ଭାବରେ ମାନ୍ୟତା ପାଇଲେ। ତାଙ୍କର ଉପନ୍ୟାସ ‘ଦି ଅନବିଏରେଏବୁଲ ଲାଇଟନେସ ଅଫ୍‌ ବିଙ୍ଗ୍‌’ ପାଇଁ ବିଶ୍ୱରେ ପସିଦ୍ଧି ଲାଭ କରିଥିଲା। ତାଙ୍କର ଏହି ଉପନ୍ୟାସ ପାଠକଙ୍କ ପାଖରେ ଖୁବ୍‌ ଆଦୃତ ଲାଭ କରିଥିଲା।

Share