ମନ୍ତ୍ରୀ ଟୁକୁନି ସାହୁ ନିଜ ଓ୍ବାର୍ଡରେ ଦେଲେ ଭୋଟ୍‌

ଟିଟିଲାଗଡ଼,୨୪ା୩(ଡି.ଏନ୍‌.ଏ.): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ୍‌ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇଛି। ବୁଥ୍‌ ଖୋଲିବା ମାତ୍ରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ନିଜ ଓ୍ବାର୍ଡ ୧୦ ନମ୍ବର ଭୋଟ୍‌ କେନ୍ଦ୍ରରେ ଲାଇନ୍‌ରେ ଛିଡ଼ା ହୋଇ ମତଦାନ କରିଥିଲେ।

Share