ଭୁବନେଶ୍ୱର,୧।୬: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଳିଛି। ଏହି ପରିପ୍ରେକ୍ଷୀରେ କାକଟପୁର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଥରେ ପହଞ୍ଚି ପ୍ରଥମ ଭୋଟର ଭାବେ ନିଜ ମତ ସାବ୍ୟସ୍ତ।
ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଚାଳିଛି। ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବେ।