Categories: ବାଣିଜ୍ୟ

ଅକ୍ଟୋବର ୬ରୁ ‘ମିଶୋ’ର ବ୍ଲକ୍‌ବଷ୍ଟର ସେଲ୍‌

ଭୁବନେଶ୍ୱର ,୧।୧୦: ଭାରତର ଏକମାତ୍ର ପ୍ରକୃତ ଇ-ବାଣିଜ୍ୟ ବଜାର ସ୍ଥାନ ମିଶୋ ଶନିବାର ଅକ୍ଟୋବର ୬ରୁ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ‘ମିଶୋ ମେଗା ବ୍ଲକବଷ୍ଟର ସେଲ୍‌’ ଘୋଷଣା କରିଛି। ଏ ସମ୍ପର୍କରେ ମିଶୋର ସିଏକ୍ସଓ (ଅଭିବୃଦ୍ଧି) ମେଘା ଅଗ୍ରୱାଲ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ଉତ୍ସବ ଋତୁରେ ଏକାଠି ହେବା, ପରମ୍ପରା ପାଳନ କରିବା ଏବଂ ଚିରସ୍ଥାୟୀ ସ୍ମୃତି ସୃଷ୍ଟି କରିବାର ସମୟ ହୋଇଥିବାବେଳେ ବଢୁଥିବା ଉତ୍ସବର ଚାହିଦା ପୂରଣ କରିବା ପାଇଁ ଆମେ ଲକ୍ଷ ଲକ୍ଷ ବିକ୍ରେତାଙ୍କ ସହ ଦେଶରେ ଉଦୀୟମାନ ତଥା ଆଞ୍ଚଳିକ ବ୍ରାଣ୍ଡ୍‌ଗୁଡିକ ସହିତ କାର୍ଯ୍ୟ କରୁଛୁ। ୨୦୨୩ ଅକ୍ଟୋବର ୬ ରୁ ମିଶୋ ମେଗା ବ୍ଲକ ବଷ୍ଟର ସେଲ୍‌ କୋଟି କୋଟି ଭାରତୀୟଙ୍କ ଉତ୍ସବର ଶପିଂ ଆକାଂକ୍ଷା ପୂରଣ କରିବାକୁ ଲକ୍ଷ୍ୟ ରଖିଛି।

Share