Categories: ଜାତୀୟ

କଶ୍ମୀରରେ ହେବ ମିସ୍‌ ଓ୍ବାଲର୍‌ଡ ୨୦୨୩ ପ୍ରତିଯୋଗିତା

ଶ୍ରୀନଗର,୩୦।୮: ୭୧ତମ ମିସ୍‌ ଓ୍ବାଲର୍‌ଡ ୨୦୨୩ ପ୍ରତିଯୋଗିତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷଆଡକୁ ଏହାକୁ କଶ୍ମୀରରେ ଆୟୋଜନ କରିବାର ଯୋଜନା ରହିଛି। ପ୍ରତିଯୋଗିତାରେ ୧୪୦ ଦେଶ ଭାଗ ନେବେ। ତେବେ ମେ’ ୨୦୨୩ରେ ଆୟୋଜିତ ହୋଇଥିବା ଜି୨୦ ବୈଠକ ପରେ ଏଭଳି ବଡ଼ ଆୟୋଜନ ଏଠାରେ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

Share