Categories: ଜାତୀୟ

ମିଶନ ୨୪: କର୍ନାଟକ କଂଗ୍ରେସର ସମରସଜ୍ଜା

କର୍ନାଟକ କଂଗ୍ରେସ ନେତାଙ୍କ ସହ ବୈଠକ କରିଛନ୍ତି ଦଳ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ। ବୁଧବାର ଖାର୍ଗେ ଓ ରାହୁଲ ଗାନ୍ଧୀ କର୍ନାଟକର ପାର୍ଟି ମୁଖ୍ୟାଳୟର ଏହି ବୈଠକରେ ଯୋଗ ଦେଇଛନ୍ତି। ତେବେ ଅଗାମୀ ୨୦୨୪ଲୋକସଭା ନିର୍ବାଚନର ରଣନୀତି ପ୍ରସ୍ତୁତ ପାଇଁ କଂଗ୍ରେସର ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କର୍ନାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ମଧ୍ୟ ଯୋଗ ଦେଇଛନ୍ତି।

Share