Categories: Video

Mission Mangal – Preview of the film । ‘ମିଶନ ମଙ୍ଗଲ’– ପ୍ରିଭିୟୁ ଅଫ୍ ଦ ଫିଲ୍ମ

Much awaited science drama film Mission Mangal will hit the theatres this Friday. The film stars an ensemble cast of Akshay Kumar, Vidya Balan, Taapsee Pannu and Sonakshi Sinha among others. The plot is loosely based on the story of ISRO scientists who were part of the 2013 Mars Orbiter Mission. That said, the commercial and critical reception of the movie will only be known after its release.

ଫ୍ରାଇଡେ ରିଲିଜରେ ଆସିବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନ ମଙ୍ଗଲ’। ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ କୁମାର। ଫିଲ୍ମଟି ୨୦୧୩ରେ ହୋଇଥିବା ମିଶନ ମଙ୍ଗଲାୟନ ଅପରେସନକୁ ନେଇ ଆଧାରିତ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସୁକତା ଥିବାବେଳେ ଏହା ବକ୍ସଅଫିସରେ କେତେ ହିଟ୍ ହେଉଛି ତାହା ଫିଲ୍ମ ରିଲିଜ୍ ପରେ ହିଁ ଜଣାପଡ଼ିବ।