Categories: Video

Mission Mangal – Public Opinion | ମିଶନ୍ ମଙ୍ଗଲ୍ – ପବ୍ଲିକ୍ ଓପିନିୟନ୍

Much awaited science drama film Mission Mangal hit the theatres this Independence Day. The film stars Akshay Kumar, Vidya Balan, Taapsee Pannu and Sonakshi Sinha in lead roles. The plot is loosely based on the story of ISRO scientists who were part of the 2013 Mars Orbiter Mission. Here is what the public has to says about the movie.

ଅଗଷ୍ଟ ୧୫ରେ ରିଲିଜ୍ ହୋଇଛି ୨୦୧୩ରେ ହୋଇଥିବା ମିଶନ ମଙ୍ଗଲାୟନକୁ ନେଇ ଆଧାରିତ ଫିଲ୍ମ ‘ମିଶନ୍ ମଙ୍ଗଲ୍’। ଲିଡ୍ ରୋଲରେ ଅଛନ୍ତି ଅକ୍ଷୟ କୁମାର। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା କ’ଣ ରହୁଛି ଚାଲନ୍ତୁ ଦେଖିବା।