ପଦ୍ମଶ୍ରୀ ପାଇଲେ ଏମ୍‌ଏମ୍‌ କିରଭାନୀ

ନୂଆଦିଲ୍ଲୀ,୫।୪: ଦକ୍ଷିଣ ସିନେମାର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆର୍‌ଆର୍‌ଆର’ର ‘ନାଟୁ ନାଟୁ’ ସଂଗୀତ ରଚନା ଏମ୍‌ଏମ୍‌ କିରଭାନୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

Share