Categories: ଜାତୀୟ

ପଶ୍ଚିମବଙ୍ଗର ୫୦ ହଜାର ମନରେଗା କର୍ମଚାରୀ ରାଜଧାନୀରେ କରିବେ ଆନ୍ଦୋଳନ, ଦିଲ୍ଲୀ ପୋଲିସକୁ ଅନୁମତି ମାଗିଲେ ଟିଏମସି ଏମପି

କୋଲକାତା,୧୬।୯: ପଶ୍ଚିମବଙ୍ଗର ଶାସକ ତ୍ରୁଣମୂଳ କଂଗ୍ରେସର ଏମପି ଡେରେକ ଓ’ବ୍ରାଇନ ରାମଲିଳା ମଇଦାନରେ ଆନ୍ଦୋଳନ କରିବାକୁ ଅନୁମତି ମାଗି ଦିଲ୍ଲୀ ପୋଲିସକୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ କହିଛନ୍ତି ଯେ ପଶ୍ଚିମବଙ୍ଗର୫୦ ହଜାର ମନରେଗା କର୍ମଚାରୀ ୩୦ ସେପ୍ଟେମ୍ବର ୨୦୨୩ରୁ ୪ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏଠାରେ ଆନ୍ଦୋଳନ କରିବେ।

Share