Posted inଜାତୀୟ

ଏମ୍‌ଏନ୍‌ଏସ୍‌ ନେତାଙ୍କ ଉପରେ ଆକ୍ରମଣ

ମୁମ୍ବାଇ,୩।୩: ମହାରାଷ୍ଟ୍ର ନବନିର୍ମାଶ ସେନା (ଏମ୍‌ଏନ୍‌ଏସ୍‌) ନେତା ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେଙ୍କୁ ଶୁକ୍ରବାର ସକାଳେ ଏଠାରେ ସାଂଘାତିକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଚାରି ଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ସନ୍ଦୀପଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସନ୍ଦୀପ ଦେଶପାଣ୍ଡେ ଶିବାଜୀ ପାର୍କ ଅଞ୍ଚଳରେ ସକାଳୁ ବୁଲିବାକୁ ଯାଉଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ବର୍ଷର ଅପେକ୍ଷା ଶେଷ ହେବାକୁ ଯାଉଛି… କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୧୦: ଦୀପାବଳି ପର୍ବକୁ ନେଇ ସାରା ଦେଶରେ ଉତ୍ସାହର ବାତାବରଣ ରହିଛି। ଏଥର ଅଯୋଧ୍ୟା ୨୮ ଲକ୍ଷ ଦୀପ ସହିତ ଆଲୋକିତ ହେବ, ଯାହାର ପ୍ରସ୍ତୁତି...

ପ୍ରତ୍ୟେକ ଯୁବକଙ୍କୁ ଆମେ ଚାକିରି ଦେବୁ: ପ୍ରତିଶ୍ରୁତି ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସରକାର ଏକ ସିଷ୍ଟମ ଗଠନ ପାଇଁ କାର୍ଯ୍ୟ କରୁଛି, ଯାହା ଦ୍ୱାରା...

ଭାରତ-ଚାଇନା ବନ୍ଧୁତା ଦେଖି ଟେନ୍‌ସନ୍‌ରେ ଆମେରିକା: ପାକିସ୍ତାନ ସହ ମିଳାଇବ ହାତ!

ନୂଆଦିଲ୍ଲୀ,୨୯।୧୦: ଏଲ୍‌ଏସି ଉପରେ ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ନେଇ ପାକିସ୍ତାନରେ ଅନେକ ଆଲୋଚନା ହେଉଛି। ଲଦାଖରୁ ସେନା ପ୍ରତ୍ୟାହାର କରି ଚାଇନା...

ସମସ୍ୟାରେ ପଡିଛି ରୁଷିଆ, ଭାରତକୁ ମାଗିଲା ସାହାଯ୍ୟ

ନୂଆଦିଲ୍ଲୀ,୨୯ା୧୦: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପ ଦେଶମାନଙ୍କର କଟକଣା କାରଣରୁ ରୁଷିଆକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏଥିରୁ ମୁକୁଳିବା...

ସଲମାନଙ୍କୁ ମିଳିଲା ପୁଣି ହତ୍ୟା ଧମକ

ମୁମ୍ବାଇ,୨୯।୧୦: ଅଭିନେତା ସଲମାନ ଖାନ ଏବଂ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକଙ୍କୁ ପୁଣିଥରେ ମହାରାଷ୍ଟ୍ରରେ ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ କଲ ବାନ୍ଦ୍ରା ପୂର୍ବରେ...

ଗୁରୁତର ରୋଗୀଙ୍କୁ ହେଲିକପ୍ଟରରେ ମିଳିବ ମାଗଣା ଚିକିତ୍ସା, ଜାଣନ୍ତୁ ହାଇଟେକ ଆମ୍ବୁଲାନ୍ସରେ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ,୨୯।୧୦: ୧୦୮ ଆମ୍ବୁଲାନ୍ସ ପରି ହେଲି ଆମ୍ବୁଲାନ୍ସ ସେବା ଅକ୍ଟୋବର ୨୯ରୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏକ୍ସ) ଋଷିକେଶରେ ଆରମ୍ଭ କରିବାକୁ...

ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ...

ଦୀପ ଜଳିବା ପୂର୍ବରୁ ଦେଶବାସୀଙ୍କୁ ବଡ଼ ଉପହାର ଦେବେ ମୋଦି, ୫୧.୦୦୦ଙ୍କୁ ମିଳିବ ନିଯୁକ୍ତି ପତ୍ର…

ନୂଆଦିଲ୍ଲୀ,୨୯।୧୦: ଆଜି ସେହି ଲୋକମାନଙ୍କ ପାଇଁ ଏକ ବିଶେଷ ଦିନ, ଯେଉଁମାନଙ୍କୁ ନିଯୁକ୍ତି ପତ୍ର ମିଳିବ। ହଁ, ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ୫୧,୦୦୦ ଯୁବକଙ୍କୁ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri