କାଲି ବନ୍ଦ ରହିବ ମୋ ବସ୍‌ ସେବା, ହେଲେ…

ଭୁବନେଶ୍ୱର,୨୮।୩(ବ୍ୟୁରୋ): ସୋମବାର ରଙ୍ଗର ପର୍ବ ହୋଲି। ଏଥିନିମନ୍ତେ ପ୍ରଥମାର୍ଦ୍ଧରେ ମୋ ବସ ସେବା ବନ୍ଦ ରହିବ । ହେଲେ ଅପରାହ୍ନ ୩ଟାରୁ ପୁଣି ଏହି ସେବା ଆରମ୍ଭ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ କାଉଣ୍ଟର ମଧ୍ୟ ସୋମବାର ବନ୍ଦ ରହିବ। ମୋ ବସ ସେବା ନେଇ ଟୁଇଟ୍‌ କରି ସିଆରୟୁଟି ପକ୍ଷରୁ ସୂଚନା ଦିଆଯାଇଛି।

Share