ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର,୧୦।୫: ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପିଏମଙ୍କୁ ଓଡିଶା ଭାଜପାର ନେତା ଓ କର୍ମୀମାନେ ଜୋରଦାର ସ୍ବାଗତ କରିଛନ୍ତି। ଆଉ କିଛି ସମୟ ମଧ୍ୟରେ ସେ ଭୁବନେଶ୍ବରରେ ରୋଡ ଶୋ’ ଆରମ୍ଭ କରିବେ। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରୁ ବାଣୀବିହାର ଯାଏଁ ମେଗା ରୋଡ ଶୋ’ କରିବେ ମୋଦି।

Share