ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି, ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ। ଏଆଇଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ସମ୍ପର୍କରେ ମୋଦି ଆଲୋଚନା କରିଛନ୍ତି। କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଲବ ଆସିଥିବା ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଁ ସେତେବେଳେ କହିଥିଲି ଯେ,ଆମେ ଟେକ୍ନୋଲୋଜିକୁ ବିମୁଦ୍ରୀକରଣ କରିଛୁ, ଯାହାଫଳରେ କାହାର ଏକଚାଟିଆ ନ ଥିବ। ଏହା ଲୋକମାନଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି, ସେ ୨ ଲକ୍ଷ ଆରୋଗ୍ୟ ମନ୍ଦିର ନିର୍ମାଣକରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ଏବଂ ଡାକ୍ତରଖାନାଗୁଡ଼ିକୁ ଟେକ୍ନୋଲୋଜି ସହିତ ଯୋଡ଼ିଛନ୍ତି। ୩ ଲକ୍ଷ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ସେ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବନି ଯୁଦ୍ଧ! ଲିକ୍‌ ହେଲା ପୁଟିନ୍‌ଙ୍କ ସିକ୍ରେଟ୍‌ ଯୋଜନା, ବିଶ୍ୱରେ ହଇଚଇ

ମସ୍କୋ,୧୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହେଉଛି। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି ୩୦ ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।...

ଭାରତର ପ୍ରଶ୍ନରେ ଘାଇଲା ହେଲା ବାଂଲାଦେଶ, ଏବେ ଉପଦେଶ ଦେଉଛନ୍ତି ୟୁନୁସ ସରକାର

ଢାକା,୧୪।୩: ବାଂଲାଦେଶରେ ଚାଲିଥିବା ମୌଳବାଦ ଏବଂ ସଂଖ୍ୟାଲଘୁଙ୍କ ପ୍ରତି ଦୁର୍ବ୍ୟବହାର ଉପରେ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି। ଏହା ଉପରେ, ବାଂଲାଦେଶ ଭାରତ ଦ୍ୱାରା...

ପୁଣି ବନ୍ଧା ହେବେ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ!

ନୂଆଦିଲ୍ଲୀ,୧୪।୩: ଦିଲ୍ଲୀ ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଆମ ଆଦମୀ ପାର୍ଟି ମନ୍ତ୍ରୀ ମନୀଷ...

ଅମରାବତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଜଲଗାଁଓ,୧୪।୩: ଶୁକ୍ରବାର ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ୪ଟାରେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଅମରାବତୀ ଏକ୍ସପ୍ରେସ...

ପ୍ରାଥମିକ ଶିକ୍ଷକଙ୍କୁ ପ୍ରତି ମାସରେ ମିଳେ ଏତେ ଦରମା, ୮ମ ବେତନ ଲାଗୁହେଲେ କେତେ ବଢିଯିବ ଦରମା, ଜାଣନ୍ତୁ

ନୂଆଦିଲ୍ଲୀ,୧୪।୩: ଭାରତରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ଚୟନ କମିଶନ ସେମାନଙ୍କୁ ଚୟନ...

ପୁଟିନଙ୍କୁ କଡ଼ା ଜବାବ ଦେଲେ ଜେଲନସ୍କି, କହିଲେ ସେ ଯୁଦ୍ଧ ବିରତି ଚାହୁଁ ନ ଥିଲେ ଟ୍ରମ୍ପଙ୍କ ଡରରେ…

କ୍ୱିଭ,୧୪।୩: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସଂକୋଚ ଦେଖାଇବା ପାଇଁ ରୁଷିଆ ରାଷ୍ଟ୍ରପତି...

ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜନେତା

ନୂଆଦିଲ୍ଲୀ,୧୪।୩: ହୋଲିର ପବିତ୍ର ଅବସରରେ, ସାରା ଦେଶ ରଙ୍ଗରେ ରଙ୍ଗେଇ ହୋଇଛି। ରଙ୍ଗ ପର୍ବର ଏହି ଆନନ୍ଦ ସମାଜର ପ୍ରତ୍ୟେକ ବର୍ଗରେ, ଛୋଟଠାରୁ ବୃଦ୍ଧ ପର୍ଯ୍ୟନ୍ତ...

ଭୂମଧ୍ୟ ସାଗରର ୧୬ ହଜାର ଫୁଟ ତଳେ ପହଞ୍ଚିଲାଣି ପ୍ଲାଷ୍ଟିକ ବୋତଲ-ଥଳି, ଚିନ୍ତା ପ୍ରକଟ କଲେଣି ବୈଜ୍ଞାନିକ

ନୂଆଦିଲ୍ଲୀ,୧୪।୩: ମଣିଷ ନିରନ୍ତର ପ୍ରକୃତିର ଶୋଷଣ କରିବାରେ ଲାଗିଛି। ମଣିଷ ତା’ର ସୁବିଧା ଅନୁସାରେ ଜିନିଷ ସୃଷ୍ଟି କରେ। ଜିନିଷଗୁଡ଼ିକୁ ବ୍ୟବହାର କରିବା ପରେ, ଲୋକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri