ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ

ମାଲେ,୧।୧୦: ବିରୋଧୀ ପ୍ରାର୍ଥୀ ମହମ୍ମଦ ମୁଇଜ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ପୋଗ୍ରେସିଭ୍‌ ପାର୍ଟି ଅଫ ମାଲଦ୍ୱୀପ (ପିପିଏମ)ର ପ୍ରାର୍ଥୀ ମୁଇଜ ଭାରତ ସମର୍ଥକ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କୁ ହରାଇଛନ୍ତି। ମୁଇଜ ବର୍ତ୍ତମାନ ଦେଶର ରାଜଧାନୀ ମାଲେ ସହରର ମେୟର ଅଟନ୍ତି। ତାଙ୍କୁ ଚାଇନା ସମର୍ଥକ ଭାବେ ବିବେଚନା କରାଯାଏ।

Share