Categories: Video

ଟଙ୍କା କଟିବ କିନ୍ତୁ ATMରୁ ବହାରିବନି ଟଙ୍କା !

ଆପଣଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ବି ଏଟିଏମରୁ ବାହାରିବ ନାହିଁ ଟଙ୍କା। ଗୋଟିଏ ଥର ବିଫଳ ହେଇ ଆଉ ଥରେ ଚେଷ୍ଟା କଲେ ଟଙ୍କା ଦୁଇ ଥର କଟିବ ସିନା ହେଲେ ଆପଣଙ୍କ ହାତକୁ ଆସିବ ନାହିଁ ଆପଣଙ୍କ ଆକାଉଣ୍ଟରେ ଥିବା ଆପଣଙ୍କ ନିଜ ଟଙ୍କା।