Categories: Video

Monsoon plays hide and seek in Odisha || ଲୁଚକାଳି ଖେଳୁଛି ମୌସୁମୀ

Even though meterologists suggest that monsoon has covered entire Odisha, lack of rainfall has brought back memories of summer. IMD report suggests that the heat and humidity will likely continut for next three days.

ଚଳିତ ବର୍ଷ ଓଡିଶା ମୌସୁମୀ ଛୁଇଁଥିଲେ ମଧ୍ୟ ଓଡିଶାରୁ ବର୍ଷା ଗାଏବ । ବର୍ଷା ଛାଡି ଯାଇଥିବାବେଳେ ପୁଣି ଥରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଯାଇଛି । ଏଭଳି ପାଗ ଆସନ୍ତା 3 ଦିନ ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।