୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୧୧ ଗିରଫ

ସମ୍ବଲପୁର,୨୨।୨(ବ୍ୟୁରୋ): ସମ୍ବଲପୁରରୁ ବୁଧବାର ୨ କୁଇଣ୍ଟାଲ ୧୭ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଏହି ରେଡ୍‌ରେ ଅବକାରୀ ବିଭାଗର ୩ଟି ଟିମ୍‌ ସାମିଲ ଥିଲେ। ତେବେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Share