ସ୍କ୍ରାପ ହେବ ୧୫ ବର୍ଷରୁ ଊର୍ଦ୍ଧ୍ୱ ଗାଡ଼ି

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ୨୦ଲକ୍ଷ ୩୯ ହଜାର ୫୦୦ ଗାଡ଼ି ସ୍କ୍ରାପ ହେବ। ୧୫ ବର୍ଷରୁ ଊର୍ଦ୍ଧ୍ୱ ଗାଡି ଥିବା ଏବଂ ଗାଡିଗୁଡିକରେ ଫିଟ୍‌ନେସ ନ ଥିବ, ସେହି ଗାଡ଼ିଗୁଡିକୁ ସ୍କ୍ରାପ କରାଯିବ ବୋଲି ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ସ୍କ୍ରାପ ହେବାକୁ ଥିବା ଗାଡିଗୁଡିକ ମଧ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ/ସ୍କୁଟର ରହିଛି।

Share