ଇଥିଓପିଆରେ ଭୋକରେ ମଲେଣି ୭୦୦ରୁ ଅଧିକ

ନାଇରୋବି,୨୮।୬: ଇଥିଓପିଆର ଉତ୍ତର ଟାଇଗ୍ରେ ଅଞ୍ଚଳରେ ଗତ ୭ ଦିନ ମଧ୍ୟରେ ଭୋକରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପଛର ପ୍ରକୃତ କାରଣ ହେଉଛି ମିଳିତ ଜାତିସଂଘ ଏବଂ ଆମେରିକାରୁ ଶସ୍ୟ ଓ ଖାଦ୍ୟ ଯୋଗାଣ ବନ୍ଦ କରିବା।

Share