ମରକ୍କୋରେ ଭୂକମ୍ପ: ଚାଲିଗଲା ୨୯୬ ଜୀବନ, ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା

ରାବତ୍‌,୯।୯: ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଶୁକ୍ରବାର ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛଇ। ଯେଉଁଥିରେ ପ୍ରାୟ ୧୩୨ ଜଣ ପ୍ରାଣ ହରାଇଛନ୍ତି। ଆମେରିକାର ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହି ସୂଚନା ଦିଆଯାଇଛି। କୁହାଯାଇଛି ଯେ, ରାତି ପ୍ରାୟ ୧୧.୧୧ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରକେଶଠାରୁ ୭୧ କିଲୋମିଟର ଦୂରରେ ୧୮.୫ କିଲୋମିଟର ଗଭୀରରେ ଥିଲା।

 

 

Share