ପ୍ରେମିକ ସହ ବୋହୂଙ୍କୁ ଧରିଲେ ଶାଶୁ, ତାପରେ…

ରାଇଘର, ୨୫।୨: ପରକୀୟା ପ୍ରୀତିର କରୁଣ ଦୃଶ୍ୟ। ରାସ୍ତାରେ ବାନ୍ଧି ମହିଳା ଓ ତାଙ୍କ ପ୍ରେମିକଙ୍କୁ ଶାଶୁଘର ଲୋକ ନିର୍ଧୂମ୍‌ ପିଟିଛନ୍ତି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି।
ସୂଚନା ଯୋଗ୍ୟ ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସହ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘ ୩ ବର୍ଷ ପ୍ରେମ କରିବା ପରେ ମହିଳା ଜଣକ ୨ ବର୍ଷର ଝିଅକୁ ଛାଡ଼ି କିଛିଦିନ ତଳେ ପ୍ରେମିକାଙ୍କ ସହ ପଳାଇଥିଲେ। ଏନେଇ ମହିଳାଙ୍କ ସ୍ବାମୀ ରାଇଘର ଥାନାରେ ଅଭିଯୋଗ କରିଥିଲେ। ଶାଶୁ ଘର ଲୋକେ ବହୁ ଖୋଜାଖୋଜି କରି ସ୍ଥାନୀୟ ଧଙ୍ଗଡାମାଲ୍‌ ଅଞ୍ଚଳରେ ପ୍ରେମୀଯୁଗଳ ରହୁଥିବା ଖବର ପାଇ ଥିଲେ। ଶାଶୁ ଘର ଲୋକେ ପହଞ୍ଚତ୍ ବୋହୁଙ୍କୁ ଧରିଥିଲେ। ପରେ ଉଭୟଙ୍କୁ ନିର୍ଧୂମ୍‌ ମାଡ଼ ମାରିଥିଲେ। ଏହି ଘଟଣାର କେହି ଜଣେ ଭିଡିଓ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଘଟଣା ସମ୍ପର୍କେ

Share