ଆମ୍ଷ୍ଟରଡ୍ୟାମ୍: ନିକଟରେ ଏକ ଆମ୍ଆର୍ଆଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦମ୍ପତିଙ୍କୁ ଏମ୍ଆର୍ଆଇରେ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଚୁମ୍ବନ ସମୟରେ ଏମ୍ଆର୍ଆଇ ରିପୋର୍ଯରେ କ’ଣ ପରିବର୍ତ୍ତନ ହେଉଛି ତାହା ଜାଣିବା ପାଇଁ ୧୯୯୧-୧୯୯୯ରେ ଭିରିଜେ ୟୁନିଭର୍ସିଟି, ଆମଷ୍ଟରଡ୍ୟାମ ଏକ ଏକ୍ସପେରିମେଣ୍ଟ କରିଥିଲା। ୧୯୯୯ରେ ମେଡିକାଲ ଜର୍ନାଲର ରିପୋର୍ଟ ଜାରି ହୋଇଥିଲା। ଏହି ଏକ୍ସପେରିମେଣ୍ଟରେ ଅନେକ ଦମ୍ପତି ଅଂଶଗ୍ରହଣ କରିଥିଲେ।