Advertisement
Categories: ଖେଳ

ପୁଣି ପଡିଆକୁ ଓହ୍ଲାଇବେ ଧୋନୀ, ଏହି ତାରିଖରେ ଖେଳିବେ ପ୍ରଥମ ମ୍ୟାଚ୍‌

ଭାରତକୁ ଦୁଇଥର ବିଶ୍ୱ ବିଜେତା କରିଥିବା ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିବାର ପରଦିନ ଶନିବାର ସାରେ ଏକ ସୁନ୍ଦର ଭିଡିଓ ଶେୟାର କରି ସେ ଅବସର ଘୋଷଣା କରିଥିଲେ। ତେବେ ଧୋନୀ ଆଇପିଏଲ ଖେଳିବା ଜାରି ରଖିବେ ଏବଂ ସେ ଏଥିପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ଧୋନୀ ତାଙ୍କର ଚମତ୍କାର କ୍ୟାରିୟର ପାଇଁ ସାରା ବିଶ୍ୱରୁ ଅଭିନନ୍ଦନ ଗ୍ରହଣ କରୁଛନ୍ତି। ପ୍ରଶଂସକମାନେ ଆଉ ନୀଳ ଜର୍ସିରେ ମାହିଙ୍କୁ ଦେଖି ପାରିବେ ନାହିଁ। କିନ୍ତୁ ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଉଛି ଖୁବଶୀଘ୍ର ଧୋନୀ ପଡ଼ିଆରେ ଚାରି ଓ ଛକା ମାରିଥିବାର ନଜର ଆସିବେ। ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି, କିନ୍ତୁ ସେ ଆଇପିଏଲ ଖେଳିବେ। ତାଙ୍କୁ ସେପ୍ଟେମ୍ବର ୧୯ରେ ପଡ଼ିଆରେ ଖେଳୁଥିବା ଦେଖିବାକୁ ମିଳିବ। ଆଇପିଏଲର ୧୩ ତମ ସିଜନ ୟୁଏଇରେ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ମାର୍ଚ୍ଚରେ କରୋନା କାରଣରୁ ଘଟିଥିବା ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା। ମାର୍ଚ୍ଚରେ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଧୋନୀଙ୍କ ନେତୃତ୍ୱାଧୀନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୋହିତ ଶର୍ମାଙ୍କ ଅମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲର ଏହି ସିଜିନର ଉଦଘାଟନୀ ମ୍ୟାଚ ଖେଳାଯିବ। ଏହି ଅନୁଯାୟୀ ଧୋନୀ ଏବଂ ରୋହିତ ଶର୍ମାଙ୍କ ଦଳ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ। ରୋହିତ ଶର୍ମା ମଧ୍ୟ ଏହା ନିଶ୍ଚିତ କରିଛନ୍ତି।

Ms dhoni retirement Ms dhoni age Ms dhoni records Ms dhoni retired Ms dhoni announced retirement ms dhoni dhoni dhoni retirement suresh raina ms dhoni retirement msd mahendra singh dhoni m s dhoni dhoni news raina sakshi dhoni suresh raina retirement dhoni retirement news dhoni age ms dhoni news mahendra singh msd retirement raina retirement dhoni retiredMs dhoni retirement Ms dhoni age Ms dhoni records Ms dhoni retired Ms dhoni announced retirement ms dhoni dhoni dhoni retirement suresh raina ms dhoni retirement msd mahendra singh dhoni m s dhoni dhoni news raina sakshi dhoni suresh raina retirement dhoni retirement news dhoni age ms dhoni news mahendra singh msd retirement raina retirement dhoni retired