ବିଳାଶପୂର୍ଣ୍ଣ ହୋଟେଲ କିଣିଲେ ମୁକେଶ ଅମ୍ବାନୀ, ଦିନକର ଭଡା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆମେରିକାର ନ୍ୟୁୟର୍କ ସହରରେ ଥିବା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ କିଣିଛନ୍ତି। ଏହି ହୋଟେଲକୁ ସେ ୭୨୮ କୋଟି ଟଙ୍କା କିଣିଛନ୍ତି। ମୁକେଶ ଅମ୍ବାନୀ ଏହା ପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବ ମଧ୍ୟ କିଣିଥିଲେ। ନ୍ୟୁୟର୍କ ର ସବୁଠାରୁ ମହଙ୍ଗା ଏବଂ ପ୍ରସିଦ୍ଧ ହୋଟେଲ ମଧ୍ୟରେ ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ ଗଣନା କରାଯାଏ। ମୁକେଶ ଅମ୍ବାନୀ ଏହାକୁ ଦୀର୍ଘ ଦିନ ଧରି କିଣିବାକୁ ଯୋଜନା କରୁଥିଲେ। ଏହି ହୋଟେଲରେ ଗୋଟିଏ ରାତି ରହିଲେ ସର୍ବନିମ୍ନ ୭୪୫ ଡଲାର୍‌ ଅର୍ଥାତ୍‌ ୫୫ ହଜାର ଟଙ୍କା ଏବଂ ସର୍ବାଧିକ ୧୦.୪୦ ଲକ୍ଷ ଟଙ୍କା ଦେବାକୁ ପଡେ। ରୁମ୍‌ ଅନୁସାରେ ଟଙ୍କା ନିଷ୍ପତ୍ତି ନିଆଯାଏ। ଏହି ହୋଟେଲରେ ୨୪୮ଟି ରୁମ୍‌ ରହିଛି।
୨୦୦୩ ମସିହାରେ ନ୍ୟୁୟର୍କର ୮୦ କଲମ୍ବସ ସର୍କଲରେ ୫ ତାରକା ମାଣ୍ଡାରିନ ଓରିଏଣ୍ଟାଲ ହୋଟେଲ ନିର୍ମାଣ କରାଯାଇଥିଲା। ମୁକେଶ ଅମ୍ବାନୀ ଏହି ହୋଟେଲକୁ ୯.୮୧ କୋଟି ଡଲାର ଅର୍ଥାତ୍‌ ୭୨୮ କୋଟି ଟଙ୍କାରେ କିଣିଛନ୍ତି ଏବଂ ଏହାପୂର୍ବରୁ ବ୍ରିଟେନର କଣ୍ଟ୍ରି କ୍ଲବକୁ ମଧ୍ୟ ସେ ୫୯୨ କୋଟି ଟଙ୍କାରେ କିଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ତେଜ ପ୍ରତାପ କଲେ ବଡ଼ ଭବିଷ୍ୟବାଣୀ

ପାଟନା,୨୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ, ଏବେ ବିହାରରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଘୋଷଣା ପାଇଁ ଆହୁରି ବହୁତ ସମୟ...

ବୁଲା କୁକୁର ପରେ ଏବେ ବିଲେଇଙ୍କ ହେବ ବନ୍ଧ୍ୟାକରଣ: ଆସିଲା ସ୍ବତନ୍ତ୍ର ବଜେଟ୍‌

ନାସିକ,୨୧।୨: ବୁଲା କୁକୁର ପରେ, ଏବେ ମହାରାଷ୍ଟ୍ରର ନାସିକ ସହରରେ ବିଲେଇଙ୍କ ବନ୍ଧ୍ୟାକରଣ ପାଇଁ ଏକ ଅଭିଯାନ ଆରମ୍ଭ ହେଉଛି। ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ...

ସରକାରଙ୍କ ବଡ଼ ଘୋଷଣା, ଏଣିକି ପୁରୁଷଙ୍କୁ ବି ବସ୍‌ରେ ମିଳିବ Special Seat

ବେଙ୍ଗାଲୁରୁ,୨୧ା୨: ପୂର୍ବରୁ ବସ୍‌ରେ ମହିଳା ଯାତ୍ରୀଙ୍କ ପାଇଁ ସଂରକ୍ଷଣ ସିଟ୍‌ ଛଡ଼ା ଯାଉଥିଲା। ବସ୍‌ କି ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଆପଣ ସିଟ୍‌ ଉପରେ...

Senior Citizens Pension Scheme: ଏହି ରାଜ୍ୟରେ ବୟସ୍କଙ୍କୁ ମିଳେ ସର୍ବାଧିକ ପେନସନ

ନୂଆଦିଲ୍ଲୀ,୨୧।୨: ଲୋକମାନେ ସେମାନଙ୍କର ବୃଦ୍ଧାବସ୍ଥା ପାଇଁ ପୂର୍ବରୁ ପେନସନର ବ୍ୟବସ୍ଥା କରନ୍ତି। କିନ୍ତୁ ଅନେକ ଲୋକଙ୍କର ପେନସନ ବ୍ୟବସ୍ଥା ନାହିଁ। ଏପରି ଲୋକଙ୍କୁ ସରକାର ପେନସନ...

ପାକିସ୍ତାନର ଭାଷା କହୁଥିଲେ ତୁର୍କୀର ଖଲିଫା ଏର୍ଦୋଗନ, ଏମିତି ଜବାବ ଦେଲା ଭାରତ ଏକାଥରେ ଚୁପ୍‌

ନୂଆଦିଲ୍ଲୀ,୨୧।୨: କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ତୁର୍କୀ ରଖଲିଫା ରାଷ୍ଟ୍ରପତି ରେଚେପ ତାୟିପ ଏର୍ଦୋଗାନ ଦେଇଥିବା ବୟାନ ଉପରେ ଭାରତ ଆପତ୍ତି ପ୍ରକାଶ କରିଛି।...

କପି ରୋକିବାରୁ ଗୁଳିମାଡ଼, ଜଣେ ଦଶମ ଛାତ୍ର ମୃତ

ନୂଆଦିଲ୍ଲୀ,୨୧।୨: ଓଡ଼ିଶାରେ ଶୁକ୍ରବାର ଦଶମ ପରୀକ୍ଷା ଆରମ୍ଭ ହୋଇଛି। ସେପଟେ ପଡୋଶୀ ରାଜ୍ୟ ବିହାରରେ ମଧ୍ୟ ଦଶମ ପରୀକ୍ଷା ଚାଲିଛି। ବିହାରର ରୋହତାସ ଜିଲାର ସାସାରାମରେ...

କପି କରିବାକୁ ନେଇ ପରୀକ୍ଷାର୍ଥୀଙ୍କୁ ଗୁଳିକରି ହତ୍ୟା

ପାଟନା,୨୧।୨: ବିହାରର ରୋହତାସ ଜିଲାର ସାସାରାମରୁ ଏକ ବଡ଼ ଖବର ଆସିଛି, ଯେଉଁଠାରେ ଜଣେ ପରୀକ୍ଷାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ,...

ମାୟାବତୀଙ୍କ ବଡ଼ ଅଭିଯୋଗ, କହିଲେ ଭାଜପାର ବି-ଟିମ ହେଉଛି କଂଗ୍ରେସ

ଲକ୍ଷ୍ନୌ,୨୧।୨: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ କଂଗ୍ରେସକୁ ଭାଜପାର ବି ଟିମ ବୋଲି କହିଛନ୍ତି। ଏହି ପୋଷ୍ଟରେ, ବିଏସପି ସୁପ୍ରିମୋ ଏମପି ରାହୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image