ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍ ଲୋକେସନ୍। ଏହି ଯାଗାରେ ଏମିତି କିଛି ଘଟେ, ଯୋଉଥି ପାଇଁ ଇଣ୍ଡିଆର ବଡବଡ ସିନେ ଡାଇରେକ୍ଟର ବି ଏଠାରେ ମୁଭି ସୁଟ କରିବା ପୂର୍ବରୁ ଅନେକ ଥର ଚିନ୍ତା କରିଥାନ୍ତି। ବଡବଡ ଅଭିନେତା ବି ଏଠାରେ ଅଭିନୟ କରିବାକୁ ଡରିଥାନ୍ତି।