Categories: ଜାତୀୟ

ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଗୁରୁଗ୍ରାମ,୭।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୁଳାୟମଙ୍କର କିଡନୀ ସଂକ୍ରମଣର ସମସ୍ୟା ଆହୁରି ବଢିଯାଇଛି। ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଶୁକ୍ରବାର ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ ଡାକ୍ତରଖାନାରେ ପହଞ୍ଚି ମୁଲାୟମ ସିଂ ଯାଦବଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ସେ ପରିବାର ସଦସ୍ୟ ଏବଂ ଡାକ୍ତରଙ୍କ ସହ କଥା ହୋଇଥିଲେ।

Share