Posted inଜାତୀୟ

ଗଛ କାଟିବା, ଫସଲ ଜାଳିବା ଉପରେ ଫତୱା ଜାରି କଲା ଇସଲାମିକ୍ ସଂଗଠନ

ନୂଆଦିଲ୍ଲୀ, ୩।୬: ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପାଇଁ ଲୋକମାନଙ୍କୁ ଅପିଲ କରି ଫତୱା ଜାରି କରିଛି ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ(ଆଇସିଆଇ)। ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ ସେମିନାରରେ ପ୍ରକୃତି ପ୍ରତି ମନୁଷ୍ୟ ଦାୟିତ୍ୱ ବିଷୟରେ ଉଲ୍ଲେଖ କରି ଏହି ନିଷ୍ପତି ନିଆଯାଇଛି।

‘କୁରାନ’ ଅନୁଯାୟୀ ଇସଲାମ ଧର୍ମର ଦାୟିତ୍ୱ ହେଉଛି ପୃଥିବୀପୃଷ୍ଠରେ ସବୁଜବଳୟକୁ ସୁରକ୍ଷା ଦେବା, ଜଳ ସଞ୍ଚୟ କରିବା ଏବଂ ଅପଚୟକୁ ଏଡ଼ାଇବା। ତେଣୁକରି ସମସ୍ତ ମୁସଲମାନ ଏହା ନିଶ୍ଚିତ କରିବା ଉଚିତ କି ସେମାନେ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପ୍ରତି ଧ୍ୟାନ ଦେବେ ବୋଲି ଆଇସିଆଇ ଅଧ୍ୟକ୍ଷ ମୌଲାନା ଖାଲୀଦ ରଶିଦ ଫାରଙ୍ଗୀ ମହାଲି କହିଛନ୍ତି।

ଏହି ଭିଡିଓ ବାର୍ତ୍ତାରେ ମୌଲାନା ଖାଲୀଦ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ସହ ଗଛ କାଟିବାରୁ ନିବୃତ ରହିବାକୁ ଲୋକମାନଙ୍କୁ ଆଗ୍ରହ କରିଛନ୍ତି। ଏଥିରେ ସେ କହିଛନ୍ତି ” ସେ କହିଛନ୍ତି, “ସର୍ବଶକ୍ତିମାନ୍ ଈଶ୍ବରଙ୍କ ଅନୁଯାୟୀ, ଯେଉଁମାନେ ବୃକ୍ଷ ରୋପଣ କରନ୍ତି, ଯେଉଁମାନେ ମଣିଷ ଏବଂ ପଶୁ ସମେତ ସମସ୍ତ ଜୀବଜନ୍ତୁଙ୍କୁ ଉପକୃତ କରନ୍ତି ସେମାନଙ୍କ ଉପରେ ତାଙ୍କର କୃପା ରହିଥାଏ। ପୋଖରୀ, କେନାଲ, ନଦୀ ଓ ସମୁଦ୍ରକୁ ପ୍ରଦୂଷିତ ହେବାକୁ ରକ୍ଷା କରିବାକୁ ଆନ୍ତରିକ ଚେଷ୍ଟା କରିବା ଉଚିତ।” ,ତେଣୁ ଗଛ ଏବଂ ଫସଲ ଜାଳିବା ନିଷେଧ। ଏହା ଏକ ବଡ ପାପ। ଯୁଦ୍ଧ ସମୟରେ ମଧ୍ୟ ଗଛ, ବଗିଚା ଏବଂ କ୍ଷେତ ପୋଡିଯିବା କିମ୍ବା ନଷ୍ଟ ହେବା ଉଚିତ୍ ନୁହେଁ। “


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri