ମେଡିଟେସନ ନିଶ୍ଚୟ କରନ୍ତୁ

ବ୍ୟସ୍ତବହୁଳ କାମ ମଧ୍ୟରେ ଦିନକୁ ଅତି କମରେ ୧୫ ମିନିଟ ମେଡିଟେସନ
ନିଶ୍ଚୟ କରନ୍ତୁ…
ମେଡିଟେସନ ନିମନ୍ତେ ନିଜ ସୁବିଧା ଅନୁସାରେ ସବୁ କାମ ସାରିବା ପରେ ସମୟ ବାହାର କରନ୍ତୁ।
ବାଲକୋନିରେ ଥିବା ଗଛ କିମ୍ବା ବଗିଚାରେ ପ୍ରକୃତି ସହ କିଛି ସମୟ ବିତାନ୍ତୁ।
ଖାଲିପେଟରେ ଧ୍ୟାନ କରନ୍ତୁ ନାହିଁ। ଫଳ କିମ୍ବା ଜୁସ୍‌ ଆଦି କିଛି ଖାଦ୍ୟ ଖାଇବା ପରେ ହିଁ ମେଡିଟେସନ୍‌ କରନ୍ତୁ। ଏକାଠି କିମ୍ବା ଗ୍ରୁପରେ କୌଣସି ସ୍ଥାନରେ ବସି ଧ୍ୟାନ କରନ୍ତୁ, ବହୁତ ଭଲ ଲାଗିବ।
ମାନସିକ ଦୁଶ୍ଚିନ୍ତା ଥିଲେ ଧ୍ୟାନ ଅବଶ୍ୟ କରନ୍ତୁ।