ଲଞ୍ଚ ହେଲା ମୋ ବୁଥ ଆପ୍‌, ଏମିତି ଜାଣିବେ କେଉଁଠି ଦେବେ ଭୋଟ୍‌

ଭୁବନେଶ୍ୱର,୧୫।୫: ଲଞ୍ଚ ହେଲା ମୋ ବୁଥ ଆପ୍‌ । ଆପ୍‌ ଉନ୍ମୋଚନ କରିଛନ୍ତି ଓଡିଶାର ନିର୍ବାଚନ ଅଧିକାରୀ । ଏହି ଆପ ଏବଂ ୱେବସାଇଟରୁ ଭୋଟରମାନେ ବୁଥ ସମ୍ପର୍କରେ ଜାଣି ପାରିବେ । ସେମାନେ ଗୁଗୁଲ ମ୍ୟାପ ଜରିଆରେ କେଉଁଠି ଭୋଟ ଦେବେ ଏବଂ ନିକଟରେ କେଉଁଠି ପୋଲିଂ ବୁଠ୍ରଛି ଜାଣି ପାରିବେ। ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଖୋର୍ଦ୍ଧା ଜିଲା ଭୋଟରଙ୍କ ପାଇଁ ଏହି ପୋର୍ଟାଲ ଉପଲବ୍ଧ ହୋଇଛି ।

Share