Categories: ମେଟ୍ରୋ

କେନାଲକୁ ଓଲଟିଲା ମୋ ବସ୍‌

ଭୁବନେଶ୍ୱର,୯।୯: କେନାଲକୁ ଓଲଟିଲା ମୋ ବସ୍‌। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ସୁଆଣ୍ଡୋରୁ ଭୁବନେଶ୍ୱର ଯାଉଥିବା ମୋ ବସ୍‌ (ରୁଟ୍‌ ନଂ୨୬) ଓଲଟି ପଡ଼ିଥିଲା। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Share